ମାଟିରେ ଲୋଟୁଥିବା ଏହି ଲୁଗାପଟା ଓ ଧ୍ବଂସ ହୋଇଯାଇଥିବା ଏ ଘର ଥିଲା ମାଳତୀଙ୍କର ସବୁକିଛି। ପାଞ୍ଚ ବର୍ଷ ପୂର୍ବେ ସ୍ବାମୀ ଚାଲିଗଲେ। ପିଲାଛୁଆ ନଥିଲେ ବି ଏହି ଘର ଥିଲା ତାଙ୍କ ସାହାରା। ହେଲେ ପାଞ୍ଚ ଦିନ ତଳେ ହୋଇଥିବା କାଳବୈଶାଖୀରେ ତାଙ୍କ ଠାରୁ ଛଡ଼େଇ ନେଲା ସେହି ଭଙ୍ଗା ଦଦରା ଘର। ଝାଟିମାଟିର ଏ ଘରଟି ଭାଙ୍ଗି ପଡ଼ିବା ପରେ ବେଘର ହୋଇ ଯାଇଛନ୍ତି ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କସଟି ଗାଁର ମାଳତୀ ଜେନା। ପାଖରେ ଖଣ୍ଡେ ଘର ନାହିଁ, ସେହି ଭଙ୍ଗା ଦଦରା ଘରେ ବିତୁଛି ତାଙ୍କ ଜୀବନ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
୨ ଥରର ସରପଞ୍ଚ ହେଲେ ନିଜ ପାଇଁ କରିଛନ୍ତି ଖଣ୍ଡେ ସାଇକେଲ୍
ସମ୍ପତ୍ତି କହିଲେ ଗୋଟିଏ ଭଙ୍ଗା ଚାଳ ଘର। ଦୁଇ ହଳ ପ୍ୟାଣ୍ଟ ସାଟ୍, ଦୁଇଟି ଲୁଙ୍ଗି, ଗୋଟିଏ ଗାମୁଛା, ଗୋଟିଏ ଫ୍ୟାନ୍ ଓ ଗୋଟିଏ ପୁରୁଣା ସାଇକେଲ।
Odisha
ପାଣି ପାଇଁ ରାସ୍ତାରୋକ୍
ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଅଦରପଡ଼ା ଗ୍ରାମ ଛକ ଠାରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ମାନେ ଗୋରା ବାଲଟି ଧରି ରାସ୍ତାରୋକ କରିଛନ୍ତି।
Odisha
ବସ୍ତି ଝିଅ ଭୁବନେଶ୍ୱର ଟପ୍ପର
ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ। ୯୪% ମାର୍କ ରଖି କିଭଳି ସଫଳତା ପାଇଲେ ? ଆସନ୍ତୁ ଜାଣିବା
Odisha
ନବୀନଙ୍କ ଯୋଗୁଁ ବିଜେଡି ବିଧାୟକ ବିଜେପି ଟଚରେ
ଜେପି ଭିତରେ ଥିବା ଗୋଷ୍ଠୀକନ୍ଦଳ ବିରୋଧରେ କେମିତି ଲଢୁଛି ବିଜେପି। ଆସନ୍ତା ଦୁଇ ମାସ ମଧ୍ୟରେ କ’ଣ ହେବ ବଡ଼ ପରିବର୍ତ୍ତନ? ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।