ମାଳତୀଙ୍କର ମାଳ ମାଳ ଦୁଃଖ | Odisha Reporter
Advertisment
ମାଟିରେ ଲୋଟୁଥିବା ଏହି ଲୁଗାପଟା ଓ ଧ୍ବଂସ ହୋଇଯାଇଥିବା ଏ ଘର ଥିଲା ମାଳତୀଙ୍କର ସବୁକିଛି। ପାଞ୍ଚ ବର୍ଷ ପୂର୍ବେ ସ୍ବାମୀ ଚାଲିଗଲେ। ପିଲାଛୁଆ ନଥିଲେ ବି ଏହି ଘର ଥିଲା ତାଙ୍କ ସାହାରା। ହେଲେ ପାଞ୍ଚ ଦିନ ତଳେ ହୋଇଥିବା କାଳବୈଶାଖୀରେ ତାଙ୍କ ଠାରୁ ଛଡ଼େଇ ନେଲା ସେହି ଭଙ୍ଗା ଦଦରା ଘର। ଝାଟିମାଟିର ଏ ଘରଟି ଭାଙ୍ଗି ପଡ଼ିବା ପରେ ବେଘର ହୋଇ ଯାଇଛନ୍ତି ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କସଟି ଗାଁର ମାଳତୀ ଜେନା। ପାଖରେ ଖଣ୍ଡେ ଘର ନାହିଁ, ସେହି ଭଙ୍ଗା ଦଦରା ଘରେ ବିତୁଛି ତାଙ୍କ ଜୀବନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us