ମୁହଁ ଖୋଲିଲେ ଅଭିନେତା ଅମ୍ଳାନଙ୍କ ପତ୍ନୀ, ଭିଡିଓ ଜାରି କରି କ’ଣ କହିଛନ୍ତି ଦେଖନ୍ତୁ

କଟକ (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା ଗତକାଲି ମହାନଦୀରେ ପଡ଼ିଯାଇଥିବା ବେଳେ ଏହା ଏକ ଦୁର୍ଘଟଣା ନା ଅନ୍ୟ କୌଣସି କାରଣରୁ ଏହି ଘଟଣା ଘଟିଥିଲା ବୋଲି ସାଧାରଣରେ ତଥା ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଯଦିଓ ଅମ୍ଳାନ ଏହା ଏକ ଦୁର୍ଘଟଣା ଥିଲା ବୋଲି କହିଥିଲେ, ତଥାପି ଏଭଳି ଆଲୋଚନା ଚାଲିଥିଲା। ତେବେ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ନିଜେ ଅମ୍ଳାନଙ୍କ ପତ୍ନୀ। ଏକ ଭିଡିଓ ଜାରି କରି […]

Amlan'swife

Amlan'swife

Jitendra Garnayak
  • Published: Monday, 16 November 2020
  • Updated: 16 November 2020, 08:54 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା ଗତକାଲି ମହାନଦୀରେ ପଡ଼ିଯାଇଥିବା ବେଳେ ଏହା ଏକ ଦୁର୍ଘଟଣା ନା ଅନ୍ୟ କୌଣସି କାରଣରୁ ଏହି ଘଟଣା ଘଟିଥିଲା ବୋଲି ସାଧାରଣରେ ତଥା ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଯଦିଓ ଅମ୍ଳାନ ଏହା ଏକ ଦୁର୍ଘଟଣା ଥିଲା ବୋଲି କହିଥିଲେ, ତଥାପି ଏଭଳି ଆଲୋଚନା ଚାଲିଥିଲା। ତେବେ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ନିଜେ ଅମ୍ଳାନଙ୍କ ପତ୍ନୀ। ଏକ ଭିଡିଓ ଜାରି କରି ସେ କେମିତି ମହାନଦୀରେ ପଡ଼ିଗଲେ, ତାହା କହିବା ସହ ଏହାକୁ ନେଇ ମିଛ ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି।

ଏହି ଭିଡିଓରେ ଭୂମିକା କହିଛନ୍ତି ଯେ ସେ କାଲି ଓପାସ କରିଥିଲେ। ତେଣୁ ତାଙ୍କୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବି ବୁଲାଉଥିଲା। ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା। ଯେହେତୁ ସେ ହାଇ ହିଲ୍ ପିନ୍ଧିଥିଲେ, ତେଣୁ ଗୋଡ଼ ଖସି ଯାଇଥିଲା ଓ ସେ ନଦୀରେ ପଡ଼ି ଯାଇଥିଲେ। କିନ୍ତୁ ଏହି କଥାକୁ ନେଇ ଗୁଡ଼ାଏ ମିଛ କଥା ପ୍ରଚାର କରାଯାଉଛି। ତାଙ୍କ ପରିବାର ଓ ସ୍ୱାମୀଙ୍କ ବିଷୟରେ ବି ମିଛ ଖବର ପ୍ରଚାର କରାଯାଉଛି। ଏହା ଠିକ୍ ନୁହେଁ।

ଏହି ଘଟଣା ନେଇ ମିଛ ଖବର ପ୍ରଚାର ନ କରିବାକୁ ଭୂମିକା ଅନୁରୋଧ କରିଛନ୍ତି।

https://www.youtube.com/watch?v=KdIoklbZkY4

ଗତକାଲି ଘଟଣା ସଂପର୍କରେ ଅମ୍ଳାନ କହିଥିଲେ ଯେ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ସେ ତାଙ୍କ ପତ୍ନୀଙ୍କୁ ଗାଡ଼ିରେ ନେଇ ଯାଇଥିଲେ। ତାଙ୍କ ପତ୍ନୀ ପୋଲ ପାଖରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଗାଡ଼ିରେ ବସି ଫୋନ୍‌ରେ କଥା ହେଉଥିଲେ। ତାଙ୍କ ପତ୍ନୀ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ପଡ଼ି ଯାଇଥିଲେ। ଏହା ପରେ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଫୋନ୍ କରାଯାଇଥିଲା ଓ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହା ସହିତ କୌଣସି ପାରିବାରିକ ବିବାଦ ନଥିବା ଅମ୍ଳାନ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story