Advertisment

‘ଆଜିଠୁ ଦୁଗ୍ଧ ସଂଗ୍ରହ କମାଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆଜିଠାରୁ ଦୁଗ୍ଧ ସଂଗ୍ରହ କମାଅ।’ ଲକଡାଉନ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦିଆଯାଇଛି ଏପରି ନିର୍ଦେଶ। ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ଜାରି ହୋଇଛି ଏପରି ନିଦ୍ଦେଶନାମା। ଲକଡାଉନ୍‌ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦୈନିକ ହାରାହାରି ୫.୪୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ହେଲେ ଦୁଗ୍ଧ ବିକ୍ରି […]

ଅଦ୍ୟତନ ହୋଇଛି
ବଢ଼ିବ ଓମଫେଡ ମୂଲ୍ୟ, ୨୧ରୁ ଲାଗୁ ହେବ ନୂଆ ଦର

omfed

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆଜିଠାରୁ ଦୁଗ୍ଧ ସଂଗ୍ରହ କମାଅ।’ ଲକଡାଉନ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦିଆଯାଇଛି ଏପରି ନିର୍ଦେଶ।

Advertisment

ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ଜାରି ହୋଇଛି ଏପରି ନିଦ୍ଦେଶନାମା। ଲକଡାଉନ୍‌ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଦୈନିକ ହାରାହାରି ୫.୪୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ହେଲେ ଦୁଗ୍ଧ ବିକ୍ରି ୨ ଲକ୍ଷ ଲିଟରକୁ ଖସି ଆସିଛି । ପୂର୍ବରୁ ଦୈନିକ ୩.୭୫ ଲିଟର ବିକ୍ରି ହେଉଥିବାବେଳେ ଲକଡାଉନ ପାଇଁ ୧ ଲକ୍ଷ ୭୫ ହଜାର ଲିଟର ବିକ୍ରି ହ୍ରାସ ପାଇଛି । ଏଣୁ ଦୈନିକ ଦୁଗ୍ଧ ସଂଗ୍ରହକୁ କମ୍‌ କରିବାକୁ ୟୁନିଅନଗୁଡିକୁ କୁହାଯାଇଛି । ଓମଫେଡର  ନିଷ୍ପତ୍ତି ଯୋଗୁଁ ଦୁଗ୍ଧ ଚାଷୀ ପ୍ରଭାବିତ ହେବା ଆଶଙ୍କା ରହିଛି ।

Advertisment
OMFED
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe