ମାଳି ପର୍ବତ ବକ୍ସାଇଟ ମାଇନ୍ସ: ପରିବେଶ ମଞ୍ଜୁରୀ ପାଇଁ ପୁଣି ହେବ ଜନଶୁଣାଣି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ମାଳି ପର୍ବତ ବକ୍ସାଇଟ ମାଇନ୍ସର ପରିବେଶ ମଞ୍ଜୁରୀ ପାଇଁ ପୁଣି ଥରେ ହେବ ସାନି ଜନଶୁଣାଣି । ଆସନ୍ତା ୭ ତାରିଖ ସୁଦ୍ଧା ଏହି ଜନଶୁଣାଣି ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ବହୁ ସଂଖ୍ୟାରେ ଲୋକେ ଯେପରି  ଏହି ଜନଶୁଣାଣିରେ ଭାଗ ନେଇପାରିବେ ସେଥିନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବ ବିଜ୍ଞପ୍ତି।  ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ […]

high-court

high-court

Niharika Rout
  • Published: Friday, 02 December 2022
  • Updated: 02 December 2022, 09:49 AM IST

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ମାଳି ପର୍ବତ ବକ୍ସାଇଟ ମାଇନ୍ସର ପରିବେଶ ମଞ୍ଜୁରୀ ପାଇଁ ପୁଣି ଥରେ ହେବ ସାନି ଜନଶୁଣାଣି । ଆସନ୍ତା ୭ ତାରିଖ ସୁଦ୍ଧା ଏହି ଜନଶୁଣାଣି ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ବହୁ ସଂଖ୍ୟାରେ ଲୋକେ ଯେପରି  ଏହି ଜନଶୁଣାଣିରେ ଭାଗ ନେଇପାରିବେ ସେଥିନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବ ବିଜ୍ଞପ୍ତି।  ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପୂର୍ବରୁ ହୋଇଥିବା ଜନଶୁଣାଣିରେ ଭାଗ ନେଇପାରିନଥିବା ସ୍ଥାନୀୟ ଅଞ୍ଚଳର ନିରଞ୍ଜନ ଖିଲୋ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି  । ଜନଶୁଣାଣି କେଉଁଠି, କେଉଁଦିନ, କେତେବେଳେ କରାଯିବ, ସେନେଇ ବିଜ୍ଞପ୍ତିରେ ବ୍ୟାପକ ତଥ୍ୟ ରଖାଯିବ ।

ଶୀତଦିନ ହୋଇଥିବାରୁ ସକାଳ ୧୧ଟା ପରେ ଜନଶୁଣାଣି କରିବାକୁ କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି କରାଯିବ। ଯେଉଁଥିରେ କୋରାପୁଟ ଜିଲ୍ଲା ଜଜ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନିରପେକ୍ଷ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ  ।

ଜନଶୁଣାଣୀ ସମୟରେ ସମସ୍ତ କାର୍ଯ୍ୟକ୍ରମର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସମସ୍ତ ଆଗ୍ରହୀ ଲୋକ କିପରି ଏଥିରେ ଭାଗ ନେଇପାରିବେ, ସେନେଇ ବ୍ୟବସ୍ଥା କରିବା ସହ ଆବଶ୍ୟକୀୟ ସୁରକ୍ଷା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

ଏସମସ୍ତ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି ।  ଜନଶୁଣାଣୀ ସମୟର ଭିଡିଓଗ୍ରାଫି ସହ ସମସ୍ତ ତଥ୍ୟ ସତ୍ୟପାଠ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆସନ୍ତା ଶୁଣାଣି ପୂର୍ବରୁ ହାଇକୋର୍ଟରେ ଦାଖଲ କରିବ ବୋଲି ଖଣ୍ଡପୀଠ କହିଛନ୍ତି  । ଜାନୁଆରୀ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story