ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): ଆଇପିଏଲ୍କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କ ନାଁ ରାକେଶ ଚୌଧୁରୀ। ତାଙ୍କ ଠାରୁ ୭୫ ହଜାର ଟଙ୍କା, ୭ଟି ମୋବାଇଲ, ଲାପଟପ, ଟଙ୍କା ଗଣିବା ମେସିନ୍ ସହିତ ବହୁ କାଗଜପତ୍ର ଜବତ କରାଯାଇଛି।
ଧର୍ମଗଡ଼ ଡିଏସ୍ପି ଧୀରଜ କୁମାର ଚୋପଦାରଙ୍କ ନେତୄତ୍ୱରେ ଏକ ଟିମ ଧର୍ମଗଡ଼ ସହରର କେନ୍ଦୁମୁଣ୍ଡି ପଡ଼ାରେ ଏହି ଚଢ଼ାଉ କରିଥିଲା।
ଧର୍ମଗଡ଼ ଆଇଆଇସି ରଶ୍ମିତା ପ୍ରଧାନ କହିଛନ୍ତି, ବେଟିଂ ନେଇ ଆମ ପାଖକୁ ସୂଚନା ଆସିଥିଲା। ତା’ପରେ ଆମେ ରେଡ୍ କରିଥିଲୁ। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି। ସେହିପରି ତାଙ୍କ ସହିତ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଚାଲିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାହା ଅନୁମତିରେ ଘର ଉପରେ ଲାଗିଛି ଭିଏଚ୍ଏଫ୍?
ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି।
Politics
ବିଷ୍ଣୁପଦଙ୍କ ହାତ ଛାଡ଼ିଦେଲେ ସରକାର! ଏବେ ସିବିଆଇ ଆକ୍ସନ ଉପରେ ନଜର
ବିଷ୍ଣୁପଦଙ୍କ ହାତରେ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ିନେଇଛନ୍ତି ସରକାର। ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବେ କି? ଆରମ୍ଭ ହେବ କି ବିଭାଗୀୟ ପ୍ରୋସିଡିଂ?
Politics
ଶ୍ୱଶୁରଙ୍କ ଋଣ ଶୁଝୁଛନ୍ତି, ଦିଲ୍ଲୀରେ ବାଂଟିଲେ ଚିଲିକା ଚିଙ୍ଗୁଡ଼ି
ଆଇପିଏସ୍ ଶ୍ୱଶୁରଙ୍କ କେନ୍ଦ୍ରରେ ନିଯୁକ୍ତି ଖୁସିରେ ଦିଲ୍ଲୀ ଦରବାରରେ କୁଆଡ଼େ ଚିଲିକା ଚିଙ୍ଗୁଡ଼ି ବାଣ୍ଟିଛନ୍ତି। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।
Crime
ରେଲୱେରେ ଜାଲ୍ ନିଯୁକ୍ତିପତ୍ର ଦେଲେ, ଜାଲ୍ ଟ୍ରେନିଂ ଦେଲେ...
ରେଳବାଇରେ ଚାକିରି କରାଇ ଦେବାକୁ କହି ମାଆ-ପୁଅଙ୍କ ଗ୍ୟାଙ୍ଗ୍ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅଭିଯୁକ୍ତ ପୁଅ ବନ୍ଧା ହୋଇଥିବାବେଳେ ମାଆ ଫେରାର୍।
Crime
ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲାପାଳ
୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ।