Advertisment

ଘରେ ମହୁଲି ମଦ ତିଆରି କରି ବିକ୍ରି କରୁଥିଲେ, ଧରିଲା ପୁଲିସ୍‌

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗାଁରେ ପୁଲିସ୍‌ ଚଢ଼ଉ କରି ମଦ ଜବତ କରିବା ସହିତ ମଦ ତିଆରି ସମାଗ୍ରୀ ଓ ବିପୁଳ ପରିମାଣର ମହୁଲ ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍‌ ଗାଁର ବସନ୍ତ ନାୟକଙ୍କୁ ଗିରଫ କରିଛି। ବସନ୍ତ ତାଙ୍କର ଏକ ପରିତ୍ୟକ୍ତ ଘରେ ମଦ ତିଆରି କରି ବାହାରକୁ ଚାଲାଣ କରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ଆଜି ସକାଳେ ପୁଲିସ୍‌ ତାଙ୍କ […]

author-image
Jyoshna Pradhan
ଘରେ ମହୁଲି ମଦ ତିଆରି କରି ବିକ୍ରି କରୁଥିଲେ, ଧରିଲା ପୁଲିସ୍‌

banai

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗାଁରେ ପୁଲିସ୍‌ ଚଢ଼ଉ କରି ମଦ ଜବତ କରିବା ସହିତ ମଦ ତିଆରି ସମାଗ୍ରୀ ଓ ବିପୁଳ ପରିମାଣର ମହୁଲ ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍‌ ଗାଁର ବସନ୍ତ ନାୟକଙ୍କୁ ଗିରଫ କରିଛି।

Advertisment

ବସନ୍ତ ତାଙ୍କର ଏକ ପରିତ୍ୟକ୍ତ ଘରେ ମଦ ତିଆରି କରି ବାହାରକୁ ଚାଲାଣ କରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ଆଜି ସକାଳେ ପୁଲିସ୍‌ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ସେହି ଘରେ ମହୁଲି ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ପୁଲିସ୍।