banai
Advertisment
ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗାଁରେ ପୁଲିସ୍ ଚଢ଼ଉ କରି ମଦ ଜବତ କରିବା ସହିତ ମଦ ତିଆରି ସମାଗ୍ରୀ ଓ ବିପୁଳ ପରିମାଣର ମହୁଲ ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍ ଗାଁର ବସନ୍ତ ନାୟକଙ୍କୁ ଗିରଫ କରିଛି।
Advertisment
ବସନ୍ତ ତାଙ୍କର ଏକ ପରିତ୍ୟକ୍ତ ଘରେ ମଦ ତିଆରି କରି ବାହାରକୁ ଚାଲାଣ କରୁଥିବା ନେଇ ପୁଲିସ୍ ଖବର ପାଇଥିଲା। ଏହାପରେ ଆଜି ସକାଳେ ପୁଲିସ୍ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ସେହି ଘରେ ମହୁଲି ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/banai-110000.jpg)