ଶିକ୍ଷକ ନିଯୁକ୍ତି, 1 ନମ୍ବର ରଖିଲେ ପାସ ! | Odisha Reporter
୧୦୦ରୁ ୧ ରଖିଲେ ବି ମିଳିବ ଚାକିରି। କଟ୍ ଅଫ୍ ମାର୍କ ଦେଖି ପିଲା ଟେରା। ୧ କିମ୍ବା ୨ ରଖି ମେନ ପରୀକ୍ଷା ପାଇଁ କୃତକାର୍ଯ୍ୟ ହେଲେ। ରହିଲାନି ସର୍ବନିମ୍ନ ମାର୍କ କଟକଣା। ରାଜ୍ୟରେ ଶିକ୍ଷକ ଚୟନ ପାଇଁ ପରୀକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ଏପରି ହେଲେ ଗୁଣାତ୍ମକ ମାନର ଶିକ୍ଷା ମିଳିବ ତ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
