Advertisment

୧ ନମ୍ବର ରଖିଲେ ଶିକ୍ଷକ ହେବ!

୧୦୦ରୁ ୧ ରଖିଲେ ବି ମିଳିବ ଚାକିରି। କଟ୍ ଅଫ୍ ମାର୍କ ଦେଖି ପିଲା ଟେରା। ୧ କିମ୍ବା ୨ ରଖି ମେନ ପରୀକ୍ଷା ପାଇଁ କୃତକାର୍ଯ୍ୟ ହେଲେ। ରହିଲାନି ସର୍ବନିମ୍ନ ମାର୍କ କଟକଣା। ରାଜ୍ୟରେ ଶିକ୍ଷକ ଚୟନ ପାଇଁ ପରୀକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ଏପରି ହେଲେ ଗୁଣାତ୍ମକ ମାନର ଶିକ୍ଷା ମିଳିବ ତ?

Odisha Education Teachers Ability Odisha Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe