Advertisment

ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ

କେନ୍ଦୁଝର (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜଗୋଠ ବୈତରଣୀ ନଦୀ ପୋଲ ପାଖରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ବିଜାଗୋଠ ଗ୍ରାମର ମନୋଜ ଡଙ୍ଗୁଆ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରଟିକୁ ପଡ଼ିଦେବା ସହ ବାଂଶପାଳ-ସୁଆକାଟି ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, ମନୋଜ ବାଂଶପାଳରୁ ଘରକୁ ଯାଉଥିବା ବେଳେ ବୈତରଣୀ ପୋଲ ପାଖରେ ରଖିଥିବା ବାଇକ୍‌ ପାଖକୁ […]

ଅଦ୍ୟତନ ହୋଇଛି
ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ

k

Advertisment

କେନ୍ଦୁଝର (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜଗୋଠ ବୈତରଣୀ ନଦୀ ପୋଲ ପାଖରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ବିଜାଗୋଠ ଗ୍ରାମର ମନୋଜ ଡଙ୍ଗୁଆ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରଟିକୁ ପଡ଼ିଦେବା ସହ ବାଂଶପାଳ-ସୁଆକାଟି ରାସ୍ତା ଅବରୋଧ କରିଥିଲେ।

Advertisment

ସୂଚନାଯୋଗ୍ୟ, ମନୋଜ ବାଂଶପାଳରୁ ଘରକୁ ଯାଉଥିବା ବେଳେ ବୈତରଣୀ ପୋଲ ପାଖରେ ରଖିଥିବା ବାଇକ୍‌ ପାଖକୁ ଆସୁଥିବା ବେଳେ ଟ୍ରାକଟଟି ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe