ତିନି ଭାଇ ଗଧୋଉଥିଲେ, ବୁଡ଼ିଗଲା ବଡ଼

କଟକ(ଓଡ଼ିଶା ରିପୋର୍ଟର): ତିନି ଭାଇ ସାଙ୍ଗ ହୋଇ ଗାଧୋଉଥିଲେ। ଚାହୁଁ ଚାହୁଁ ଦୁଇ ଭାଇଙ୍କ ଆଖି ଆଗରେ ବୁଡ଼ି ଗଲେ ବଡ଼ ଭାଇ। ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠଯୋଡି ନଦୀରେ ଏହି  ଅଘଟଣ ଘଟିଛି। ଖବର ପାଇଁ ପରିବାର ଲୋକେ ପହଞ୍ଚିବା ପରେ ନଦୀ ତୁଠ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ପରେ ମୃତଦେହ ଠାବ କରିଥିଲା। ମୃତକ ଜଣକ ବାଦାମବାଡ଼ି ଅମ୍ବିକା […]

drown

drown

Niranjan Mishra
  • Published: Tuesday, 06 September 2022
  • Updated: 06 September 2022, 08:37 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ତିନି ଭାଇ ସାଙ୍ଗ ହୋଇ ଗାଧୋଉଥିଲେ। ଚାହୁଁ ଚାହୁଁ ଦୁଇ ଭାଇଙ୍କ ଆଖି ଆଗରେ ବୁଡ଼ି ଗଲେ ବଡ଼ ଭାଇ। ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠଯୋଡି ନଦୀରେ ଏହି  ଅଘଟଣ ଘଟିଛି। ଖବର ପାଇଁ ପରିବାର ଲୋକେ ପହଞ୍ଚିବା ପରେ ନଦୀ ତୁଠ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ପରେ ମୃତଦେହ ଠାବ କରିଥିଲା।

ମୃତକ ଜଣକ ବାଦାମବାଡ଼ି ଅମ୍ବିକା ଲେନର ବିଶ୍ୱ ରଞ୍ଜନ ରାଉତ(୧୭)। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ହୀରାକୁଦରୁ ବନ୍ୟା ପାଣି ଛଡ଼ାଯିବା ବନ୍ଦ ହୋଇଯାଇଥିଲେ ହେଁ ଏବେବି କାଠଯୋଡ଼ି ନଦୀ ଜଳପୂର୍ଣ୍ଣ ରହିଛି। ଗାଧୋଇବାର ମଜା ନେବା ନିମନ୍ତେ ଆସୁଥିବା ଅନେକଙ୍କ ନିମନ୍ତେ ଏହା ଘାତକ ସାଜୁଛି। ଗୋଟାଏ ପରେ ଗୋଟାଏ ଜୀବନ ଯିବା ଚିନ୍ତାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story