Advertisment

ବୁଲେଟ୍‌କୁ ଧକ୍କା ଦେଲା ବୋଲେରୋ, ପୁଲିସ୍ କର୍ମଚାରୀ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲେରୋ ଧକ୍କାରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ସତସଙ୍ଗ ବିହାର ଛକରେ ଆଜି ଘଟିଛି ଏହି ଦୁର୍ଘଟଣା। ଆହତ ପୁଲିସ୍ କର୍ମଚାରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍‌ପିଟାଲରେ ରଖାଯାଇଛି। ଏହି ପୁଲିସ କର୍ମଚାରୀଙ୍କ ଜଣଙ୍କ ବୁଲେଟରେ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା।  ତାଙ୍କୁ ଧକ୍କା ଦେବା ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇଥିବା […]

ଅଦ୍ୟତନ ହୋଇଛି
ବୁଲେଟ୍‌କୁ ଧକ୍କା ଦେଲା ବୋଲେରୋ, ପୁଲିସ୍ କର୍ମଚାରୀ ଗୁରୁତର

bbsr-accident

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲେରୋ ଧକ୍କାରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ସତସଙ୍ଗ ବିହାର ଛକରେ ଆଜି ଘଟିଛି ଏହି ଦୁର୍ଘଟଣା। ଆହତ ପୁଲିସ୍ କର୍ମଚାରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍‌ପିଟାଲରେ ରଖାଯାଇଛି।

Advertisment

ଏହି ପୁଲିସ କର୍ମଚାରୀଙ୍କ ଜଣଙ୍କ ବୁଲେଟରେ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା।  ତାଙ୍କୁ ଧକ୍କା ଦେବା ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ଘଟାଇଥିବା ବୋଲେରୋର ବସିଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ପୁଲିସ୍ ଜଣଙ୍କୁ ଧରି ଅଟକ ରଖିଛି। ଡ୍ରାଇଭର ସହ ବୋଲେରୋରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ମଦ ପିଇଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

Advertisment
Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe