Advertisment

ସାଉଦି ଆରବରେ ଆଖି ବୁଜିଲେ ଓଡ଼ିଆ ଶ୍ରମିକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେ.ରାମା ରାଓ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରସିଂ ଗାଁରେ। ସେ ସାଉଦି ଆରବରେ ଏପିଟିସି ରେସିମିକ୍ସ କଂକ୍ରିଟ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ। ସୂଚନାଯୋଗ୍ୟ, ପ୍ରାୟ ୨ ମାସ ହେବ ରାମା ରାଓ ଅସୁସ୍ଥ ଥିଲେ। ତେଣୁ ସେ ଭାରତ ଆସିବାକୁ ଚାହିଁଥିଲେ ମଧ୍ୟ କରୋନା ପାଇଁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ଥିବା […]

ଅଦ୍ୟତନ ହୋଇଛି
ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

deadbody

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେ.ରାମା ରାଓ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରସିଂ ଗାଁରେ। ସେ ସାଉଦି ଆରବରେ ଏପିଟିସି ରେସିମିକ୍ସ କଂକ୍ରିଟ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ।

Advertisment

ସୂଚନାଯୋଗ୍ୟ, ପ୍ରାୟ ୨ ମାସ ହେବ ରାମା ରାଓ ଅସୁସ୍ଥ ଥିଲେ। ତେଣୁ ସେ ଭାରତ ଆସିବାକୁ ଚାହିଁଥିଲେ ମଧ୍ୟ କରୋନା ପାଇଁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ଥିବା ଯୋଗୁ ସେ ଆସିପାରି ନଥିଲେ। ହେଲେ ଗତକାଲି ତାଙ୍କର ହୃଦ୍‌ଘାତ ହେବାରୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କେ.ରାମାଙ୍କ ମୃତଦେହ ତାଙ୍କ ଘରକୁ ଆଣିବା ପାଇଁ ପରିବାର ଲୋକେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ରାଜ୍ୟ ସରାକର ଏବଂ କେନ୍ଦ୍ର ସରକାରଙ୍କୁ  ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe