Advertisment

ଛାତ୍ରୀଙ୍କୁ ମାରିଦେଲା ପ୍ରେମ!

ରାଜଧାନୀ ଭୁବନେଶ୍ୱରର ପୁଣି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଂଚଳରେ ଥିବା ଏକ କଲେଜ ହଷ୍ଟେଲ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଏକ ଘରୋଇ ଶିକ୍ଷାନୁଷ୍ଠାନର ବିଏସସି ଡାଟା ସାଇନ୍ସ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।

Odisha Love Girl Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe