ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାର କୋଟଗଡ଼ ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ଗୁରୁବାର କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ମାମଲାରେ ପୁଲିସ୍ ଅକ୍ଷୟ ବଡ଼ନାୟକ ନାମକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ କୋଟଗଡ଼ ଥାନା ଅଧିକାରୀ ନିରୋଜ କୁମାର ସାମଲ ସୂଚନା ଦେଇଛନ୍ତି।
ଏହି ଘଟଣାକୁ ମିଶାଇ କନ୍ଧମାଳ ଜିଲ୍ଲାରେ ୨୦ ଦିନ ମଧ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯାହାକି ଉଦ୍ବେଗର କାରଣ ହୋଇଛି।
ସୂଚନାଯୋଗ୍ୟ, ନିକଟରେ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
କ’ଣ ଛଅଟା ଜାଗାରେ ଜନ୍ମ ହୋଇଥିଲେ ଭୀମ ଭୋଇ?
ତାଙ୍କର ଜନ୍ମସ୍ଥାନ ଓ ଜନ୍ମ ବର୍ଷକୁ ନେଇ ନୂଆ ନୂଆ ବିବାଦ ସର୍ବଦା ଶୁଣିବାକୁ ମିଳେ। ନିକଟରେ ପ୍ରକାଶିତ ସେହିଭଳି ଏକ ଖବର ଅନୁସାରେ ଯଦି ବୌଦ୍ଧ ଜିଲ୍ଲା ଗୋପପୁର ଗ୍ରାମକୁ ଆଲୋଚନା ପରିସରକୁ ନିଆଯିବ ତେବେ ଏହା ତାଙ୍କର ଷଷ୍ଠ ଜନ୍ମସ୍ଥାନ ହେବ। ଏହା ପୂର୍ବରୁ ଭୀମ ଭୋଇଙ୍କ ଜନ୍ମସ୍ଥାନକୁ ନେଇ ପାଞ୍ଚଟି ସ୍ଥାନ ସମ୍ପର୍କରେ ବିଭିନ୍ନ ଗବେଷକ ଯୁକ୍ତି କରିଛନ୍ତି।

Miscellaneous
ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Guest Column
ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ସରକାର?
ଓଡ଼ିଶାରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନେଇ ଏବେ କୌଣସି ଦ୍ୱନ୍ଦ ନାହିଁ। ସେହି ଦୃଷ୍ଟିରୁ ଏହି ଶିକ୍ଷାନୀତି ବଳରେ ରାଜ୍ୟର ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର କିପରି ଶିକ୍ଷା ବିକଶିତ ହେବ ଓ ସବୁ ଶ୍ରେଣୀର ଲୋକ ଗୁଣାତ୍ମକ ଶିକ୍ଷା ସବୁ ସ୍ତରରେ ପାଇବେ ସେନେଇ ଶିକ୍ଷାବିତ୍ ଓ ଶିକ୍ଷକମାନଙ୍କ ପକ୍ଷରୁ ଯେପରି ଆଲୋଚନା ହେବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ।

Politics
ସରକାରୀ ନିୟମକୁ ଫୁ’: ଓରେରାରେ ୭୦ବର୍ଷର କର୍ମଚାରୀଙ୍କୁ ପୁଣି ଥଇଥାନ, ସଚିବଙ୍କ କ୍ଷମତା ହ୍ରାସ
ସବୁ ନିୟମକୁ ଫୁ’ କରି ରାତାରାତି ଜଣେ ଷ୍ଟେନୋ ପାହ୍ୟା(ବ୍ୟକ୍ତିଗତ ସହାୟକ/ବ୍ୟକ୍ତିଗତ ସଚିବ)ର ୭୦ବର୍ଷ ବୟସ୍କ ଅବସରପ୍ରାପ୍ତ କର୍ମଚାରୀ କୈଳାସ ଚନ୍ଦ୍ର ଚୌଧୁରୀଙ୍କୁ ଗତ ମାର୍ଚ୍ଚ ୨୯ତାରିଖରେ ଓଡ଼ିଶା ରିଏଲ ଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣ(ଓରେରା)ରେ କନସଲଟାଣ୍ଟ ଭାବେ ଥଇଥାନ କରାଯାଇଛି ।

Politics
ମିଛ ସତ୍ୟପାଠ ଦେଇନାହାନ୍ତି ତ ବିଜେଡି ବିଧାୟକ ତୁଷାରକାନ୍ତି: ଆଇଆଇଟିରୁ ଏମଟେକ୍ ଡିଗ୍ରୀ ଥାଇବି ଠକି ନେଲେ ସାଇବର ଠକ
୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।