ଓଡ଼ିଶାରେ ‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ’ ଲାଗୁ: ରାଜଧାନୀରୁ ଗାଁକୁ ୨ବର୍ଷ ଲାଗିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜିଠୁ ସମଗ୍ର ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ’ ବ୍ୟବସ୍ଥା ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଭିଟାମିନଯୁକ୍ତ ଚାଉଳ ପ୍ରଦାନ(ପାଇଲଟ୍ ପ୍ରକଳ୍ପ)କୁ ମଧ୍ୟ ଆରମ୍ଭ କରିଛନ୍ତି। ତେବେ ୨୦୧୯ ସେପ୍ଟେମ୍ବରରୁ ସମଗ୍ର ରାଜଧାନୀ ଭୁବନେଶ୍ୱରରେ ପାଇଲଟ୍ ପ୍ରକଳ୍ପ ଭାବେ ଜାତୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ […]

one-nation-one-ration-card

one-nation-one-ration-card

Ordigital Desk
  • Published: Thursday, 29 July 2021
  • Updated: 29 July 2021, 11:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜିଠୁ ସମଗ୍ର ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ’ ବ୍ୟବସ୍ଥା ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଭିଟାମିନଯୁକ୍ତ ଚାଉଳ ପ୍ରଦାନ(ପାଇଲଟ୍ ପ୍ରକଳ୍ପ)କୁ ମଧ୍ୟ ଆରମ୍ଭ କରିଛନ୍ତି। ତେବେ ୨୦୧୯ ସେପ୍ଟେମ୍ବରରୁ ସମଗ୍ର ରାଜଧାନୀ ଭୁବନେଶ୍ୱରରେ ପାଇଲଟ୍ ପ୍ରକଳ୍ପ ଭାବେ ଜାତୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ‘ଗୋଟିଏ ଦେଶ, ଗୋଟିଏ ରେସନ୍ କାର୍ଡ’ କାର୍ଯ୍ୟକ୍ରମ ଲାଗୁ ହୋଇଥିବାବେଳେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ୨ବର୍ଷ ସମୟ ଲାଗିଗଲା। ଯଦିଓ ଏଥିପାଇଁ କେନ୍ଦ୍ର ସରକାର ବାରମ୍ବାର ଚାପ ପକାଇ ଆସୁଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ’ (ୱାନ୍ ନେସନ, ୱାନ୍ ରାସନ୍ କାର୍ଡ) କାର୍ଯ୍ୟକ୍ରମକୁ ଆଜି ସମଗ୍ର ରାଜ୍ୟ ପାଇଁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଯେ, ସ୍ୱାଭିମାନର ସହ ବଂଚିବା ସମସ୍ତଙ୍କ ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଂଚିତ କରିପାରିବେ ନାହିଁ। ଏହି ୱାନ୍ ନେସନ୍ ୱାନ ରାସନ କାର୍ଡ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଏବଂ ଓଡ଼ିଶାର ଲୋକେ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ୍ ସାମଗ୍ରୀ ପାଇପାରିବେ। ରାଜ୍ୟର ୧୦,୫୭୮ଟି ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନଙ୍କୁ ଏହି ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠୁ ବଡ଼ କଲ୍ୟାଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ଲକ୍ଷ ପରିବାର ଓ ସାଢ଼େ ୩କୋଟି ଲୋକ ଉପକାର ପାଉଛନ୍ତି । ୨୦୦୮ରେ ରାଜ୍ୟ ସରକାର କେଜି ୨ଟଙ୍କା ଦରରେ ଓ ୨୦୧୩ରୁ କେଜି ୧ଟଙ୍କା ଦରରେ ଚାଉଳ ଯୋଗାଇ ଆସୁଛନ୍ତି। ୧ଟଙ୍କାରେ ଚାଉଳ ଯୋଗାଣ ଦ୍ୱାରା ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ଅଧିକ ସୁଦୃଢ଼ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ଭିଟାମିନଯୁକ୍ତ ବି-୧୨ ଫଲିକ ଏସିଡ୍ ଥିବା ଚାଉଳ ଉପଯୋଗ ଦ୍ୱାରା ଗରିବ ଲୋକ ବିଶେଷକରି ମହିଳା ଓ ବାଳିକାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story