Advertisment

ପିଆଜ କେଜି ୫ ଟଙ୍କା!

ବଜାରରେ କେଜି ପିଛା ୨୦ରୁ ୨୫ ଟଙ୍କା। ମୂଲଚାଲ କଲେ ବି ଟଙ୍କାଟେ କମୁନି ଦର। ହେଲେ ହିଡ଼ ମଝିରେ ଚାଷୀ ବିକୁଛି କେଜି ପିଛା ୪ରୁ ୫ ଟଙ୍କା। ମଝିରେ ଦଲାଲ ପଶି ମାଲେମାଲ ହେଉଛନ୍ତି। ହେଲେ ଚାଷୀ ବିଚରା ହୀନସ୍ତା ହେଉଛି। ଖାଉଟି କଥା ନକହିବା ଭଲ। ବଲାଙ୍ଗିର ଜିଲ୍ଲାକୁ ଓଡ଼ିଶାର ନାସିକ ବୋଲି କୁହାଯାଏ। ଏଠାରେ ପ୍ରଚୁର ପିଆଜ ଉତ୍ପାଦନ ହୁଏ। ଏବେ ଟିକେ ନଜର ପକାନ୍ତୁ ଅଞ୍ଚଳର ଜଣେ ଚାଷୀଙ୍କ ସ୍ଥିତି।

author-image
Debendra Prusty

Odisha Agriculture Farmer Onion Odisha