Advertisment

ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସାନ୍ତନୁ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ନିକଟରେ  ଏକ ସାର୍ଟ ପଡ଼ିଥିବା ବେଳେ ତାଙ୍କ ଶରୀରର ଅନେକ ସ୍ଥାନରେ ଟାଟୁ ରହିଛି। ତେବେ  କିପରି ତାଙ୍କର ମୃତ୍ୟୁ ଘଟିଲା, ସେ ନେଇ କିଛି ସ୍ପଷ୍ଟ […]

ଅଦ୍ୟତନ ହୋଇଛି
ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ ଉଦ୍ଧାର

deadbody

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।

Advertisment

ସାନ୍ତନୁ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ନିକଟରେ  ଏକ ସାର୍ଟ ପଡ଼ିଥିବା ବେଳେ ତାଙ୍କ ଶରୀରର ଅନେକ ସ୍ଥାନରେ ଟାଟୁ ରହିଛି। ତେବେ  କିପରି ତାଙ୍କର ମୃତ୍ୟୁ ଘଟିଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ମୃତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କଲା ସ୍ୱିଗୀ ଡେଲିଭରୀ ବୟ

ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଜଣଙ୍କ ଅନ୍‌ଲାଇନ୍ ଡେଲିଭରି ଦେବାକୁ ଆସିଥିଲେ। ସେହି ସମୟରେ  ତାଙ୍କ ସହ କିଛି ଅଘଟଣ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।  ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe