ରାସ୍ତା ଉପରେ ପଡ଼ିଛି ଶିଶୁର କଟାମୁଣ୍ଡ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ଶିଶୁର କଟାମୁଣ୍ଡ ପଡିଥିବାର ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି । ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣା ପଡ଼ି ନାହିଁ। ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲେ । ହେଲେ ଶିଶୁଟିର ଶରୀର ଆଖପାଖରେ କେଉଁଠି ଦେଖିବାକୁ ମିଳି ନ ଥିଲା। […]

new born baby(1)

Niharika Rout
  • Published: Thursday, 17 September 2020
  • , Updated: 17 September 2020, 09:40 AM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ଶିଶୁର କଟାମୁଣ୍ଡ ପଡିଥିବାର ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି । ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣା ପଡ଼ି ନାହିଁ।

ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲେ । ହେଲେ ଶିଶୁଟିର ଶରୀର ଆଖପାଖରେ କେଉଁଠି ଦେଖିବାକୁ ମିଳି ନ ଥିଲା। ଏନେଇ ସ୍ଥାନୀୟ ଲୋକେ  ଅନୁଗୋଳ ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ  ପହଞ୍ଚି ନ ଥିବା ଜଣାଯାଇଛି।

Related story