ଅପରେସନ ଗ୍ରୀନ୍‌କ୍ଲିନ୍‌ ଆରମ୍ଭ

ଲମତାପୁଟ (ଜଗତ ଜୀବନ): କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍‌କ୍ଲିନ୍‌। ଶନିବାର ପ୍ରଥମ ଦିନରେ ପାଡ଼ୁଆ ଥାନା ଅନ୍ତର୍ଗତ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ୨୨ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ମୋଟ ୨୬୪୦୦ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ […]

Jungle

Jungle

Jitendra Garnayak
  • Published: Sunday, 20 November 2022
  • Updated: 20 November 2022, 11:14 AM IST

Sports

Latest News

ଲମତାପୁଟ (ଜଗତ ଜୀବନ): କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍‌କ୍ଲିନ୍‌। ଶନିବାର ପ୍ରଥମ ଦିନରେ ପାଡ଼ୁଆ ଥାନା ଅନ୍ତର୍ଗତ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ୨୨ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ମୋଟ ୨୬୪୦୦ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ପାଡୁଆ ପୁଲିସ, ଏପିଆର ଓ ଡିଭିଏଫ ବାହିନୀ ମିଳିତ ଭାବେ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ। ନନ୍ଦପୁର ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଓ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, ଏହି ଅପରେସନ ପୂର୍ବରୁ ଆମେ ସର୍ଭେ କରିଥିଲୁ। ଡ୍ରୋନ୍ ଓ ସାଟେଲାଇଟ୍ ସର୍ଭେ କରାଯାଇଥିଲା। ସର୍ଭେ ବେଳେ ଆମେ ଜାଣିବାକୁ ପାଇଥିଲୁ ଯେ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ କରାଯାଇଛି। ସେହି ଅନୁସାରେ ସେଠାରେ ଶନିବାର ଅପରେସନ୍ ଗ୍ରୀନ୍‌କ୍ଲିନ୍ କରାଯାଇଥିଲା।   ଅନ୍ୟ ଅଞ୍ଚଳ ଗୁଡ଼ିକରେ ସର୍ଭେ ଚାଲିଛି। ଆମର ଅପରେସନ୍ ଆଗକୁ ବି ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story