Advertisment

ଟାଟା ପାଓ୍ବାର ଖାଇବ ବିଜେଡି ଭୋଟ !

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଅସହ ଗୁଳୁଗୁଳି। ଲୋକେ ବିଞ୍ଚି ବଞ୍ଚି ହାଲିଆ ହେଉଥିବା ବେଳେ ଏତିକି ବେଳ ଅଘୋଷିତ ପାଓ୍ବାର କଟ୍ ଲୋକଙ୍କୁ କନ୍ଦାଉଛି।

author-image
Manoj Swain

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଲୋକେ ବିଞ୍ଚି ବଞ୍ଚି ହାଲିଆ ହେଉଥିବା ବେଳେ ଏତିକି ବେଳ ଅଘୋଷିତ ପାଓ୍ବାର କଟ୍ ଲୋକଙ୍କୁ କନ୍ଦାଉଛି। ଲୋକଙ୍କ ଏହି ଆକ୍ରୋଶକୁ ପୁଞ୍ଜି କରି ଗତକାଲି ଛାତ୍ର କଂଗ୍ରେସ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଘର ଘେରାଉ କରିଥିବା ବେଳେ ବିଜେପି ସନ୍ଧ୍ୟାରେ ନବୀନ ନିବାସ ଘେରିଥିଲା। ଆଜି ବିଦ୍ୟୁତ କାଟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

Advertisment
Tata Power Odisha