ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୋଦି ବିରୋଧୀ ମୋର୍ଚ୍ଚାକୁ ଝଟକା ଲାଗିଛି। ବିଜେପିର ବିକଳ୍ପ ଖୋଜିବା ପାଇଁ ନୀତୀଶ ଜୁନ ୧୨ ତାରିଖରେ ବିରୋଧୀ ଦଳଗୁଡଜ଼ିକର ବୈଠକ ଡାକିଥିଲେ। ବିହାର ରାଜଧାନୀ ପାଟନାରେ ଏହି ବୈଠକ ହେବା ନେଇ ସମସ୍ତ ପ୍ରକାରର ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଥିଲା। କଂଗ୍ରେସ ମନା କଲାରୁ ସମାବେଶ ବାତିଲ କଲେ ନୀତୀଶ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
୬ ଶହ କୋଟି ଟପିଲା କଟକ-ଭୁବନେଶ୍ୱରରେ ଶାରଦୀୟ ପୂଜା ବଜେଟ୍
ରୌପ୍ୟନଗରୀ କଟକ। ସୁନା ଚାନ୍ଦି ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଏବର୍ଷ ୩୪ରେ ପହଞ୍ଚିଛି ସୁନା ଚାନ୍ଦି ମେଢ ସଂଖ୍ୟା। ଆଉ ତାହାରି ଭିତରେ ମା’ ଜଗତଜନନୀଙ୍କ ଏକକୁ ଆରେକ ବଳି ମୂର୍ତ୍ତି ଗୁଡ଼ିକରେ ଝଟକୁଛି ମହଣ ମହଣ ସୁନା ଆଉ ଚାନ୍ଦି।
Weather
ଅନୁକୂଳ ହେଉଛି ପାଗ, ଫେରିଯିବ ମୌସୁମୀ
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଲା ନୱାନାଠାରେ ରେକର୍ଡ କରାଯାଇଛି। ଏଠାରେ ୨୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
Politics
‘ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି’
ସମ୍ୱିତ ଅଭିଯୋଗର ଜବାବ ଦେଇଛନ୍ତି ପ୍ରକାଶ ବେହେରା। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ।
Crime
ମନ୍ଦିରରେ ଭିକ୍ଷା ବୃତ୍ତି ପାଇଁ ଚୋରି କରିଥିଲେ ପିଲା
କିଏ ଓ କାହିଁକି ୫ ବର୍ଷର ପୁଅ ହୃଦାସନଙ୍କୁ ଅପହରଣ କରିଥିଲା? ସେ ସମ୍ପର୍କରେ କିଛି ତଥ୍ୟ ପାଉନଥିଲେ ଅର୍ଜୁନ ଓ ତାଙ୍କ ପତ୍ନୀ। ତେବେ ମନ ଭିତରେ ନିଜର ଦୂର ସମ୍ପର୍କୀୟା ପଦ୍ମିନୀ ମାଝୀଙ୍କ ଉପରେ ସନ୍ଦେହ ହୋଇଥିଲା।
Politics
କାହାର କେତେ କ୍ରେଜ୍ ୨୪ ନିର୍ବାଚନରେ ଜଣାପଡ଼ିଛି: ଆଇନ୍ ମନ୍ତ୍ରୀ
ଆଜି ମାଆ ଜଗତଧାତ୍ରୀଙ୍କ ଅଷ୍ଟମୀ ପୂଜା। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଆଉ ମାଆଙ୍କ ଆଶୀର୍ବାଦ ନେବା ସହିତ ପୂଜା ଆୟୋଜକଙ୍କ ସହିତ କଥା କରିଛନ୍ତି।