Advertisment

ଫୁଶ୍ ହୋଇଗଲା କି ବିରୋଧୀ ଏକତା?

ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୋଦି ବିରୋଧୀ ମୋର୍ଚ୍ଚାକୁ ଝଟକା ଲାଗିଛି। ବିଜେପିର ବିକଳ୍ପ ଖୋଜିବା ପାଇଁ ନୀତୀଶ ଜୁନ ୧୨ ତାରିଖରେ ବିରୋଧୀ ଦଳଗୁଡଜ଼ିକର ବୈଠକ ଡାକିଥିଲେ। ବିହାର ରାଜଧାନୀ ପାଟନାରେ ଏହି ବୈଠକ ହେବା ନେଇ ସମସ୍ତ ପ୍ରକାରର ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଥିଲା। କଂଗ୍ରେସ ମନା କଲାରୁ ସମାବେଶ ବାତିଲ କଲେ ନୀତୀଶ।

Political News Congress Nitish Kumar Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe