Advertisment

'ଆଗକୁ କାହାସହ OPSC ଏମିତି ଅନ୍ୟାୟ ନକରୁ'

OPSC ପକ୍ଷରୁ ପ୍ରକାଶ ପାଇଥିବା ASO ମେରିଟ୍ ଲିଷ୍ଟ ଖାରଜ ହୋଇଛି। ASO ନିଯୁକ୍ତି ଅନିୟମିତତା ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ପରୀକ୍ଷାର୍ଥୀ।

author-image
Debendra Prusty

Aso Scam Odisha Job Scam Opsc Exam Opsc