\'ଆଗକୁ କାହାସହ OPSC ଏମିତି ଅନ୍ୟାୟ ନକରୁ\' || Orissa HC Discards ASO Merit List || Odisha Reporter
Advertisment
OPSC ପକ୍ଷରୁ ପ୍ରକାଶ ପାଇଥିବା ASO ମେରିଟ୍ ଲିଷ୍ଟ ଖାରଜ ହୋଇଛି। ASO ନିଯୁକ୍ତି ଅନିୟମିତତା ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ପରୀକ୍ଷାର୍ଥୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us