ଅନିୟମିତତା କଥା କାହିଁକି ବାରମ୍ବାର ଉଠୁଛି। ରାଜ୍ୟର ଏହି ସର୍ବବୃହତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଉପରେ ଆଶାୟୀଙ୍କ ରହୁନି ଭରସା। ASO ପରୀକ୍ଷାର ମେରିଟ ଲିଷ୍ଟକୁ ନେଇ ଆଶାୟୀ ଏବେ ଦୁଇ ଫାଳ। ଏହାରି ଭିତରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଲା ପରେ ଏବେ ତାତିଛନ୍ତି ମନୋନୀତ ପ୍ରାର୍ଥୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ମୋ ବସରେ ଗଲେ ଦେହ ଥରୁଛି !
ଇଏ ରାଉରକେଲା ସହରରେ ଗଡ଼ୁଥିବା ମୋ ବସର ଚିତ୍ର। ଚାହୁଁ ଚାହୁଁ ଜଳିପୋଡ଼ି ପାଉଁଶ ହୋଇଗଲା। ଯଦିଓ ଯାତ୍ରୀ ନଥିଲେ କିନ୍ତୁ ଭାବିଲେ ଥରେ, ଯଦି ଅଧା ରାସ୍ତାରେ ଯାତ୍ରୀ ଥିବାବେଳେ ବସରେ ନିଆଁ ଲାଗିଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା ?
Odisha
ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ?
ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ? ସବୁବେଳେ ଅନ୍ୟ ସହିତ ତୁଳନା କରୁଥିବା ମଣିଷ ଜୀବନରେ ସୁଃଖ ପାଏ ନା ଦୁଃଖ ପାଏ । ଯଦି ମଣିଷ ଅନ୍ୟ ସହ ନିଜକୁ ତୁଳନା ନକରିବ, ତେବେ ସେ କଣ ଆଗକୁ ବଢି ପାରିବ ?
Odisha
ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ?
ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ ? ଗଂଜାମ ଓ ଢେଙ୍କାନାଳରେ ଚୋର ସନ୍ଦେହରେ ଦୁଇ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣା ପରେ ଉଠିଛି ଏଭଳି ପ୍ରଶ୍ନ।
Odisha
ଜୀବନ ନେଇଯାଇଥାନ୍ତା ଭତ୍ତା ଟଙ୍କା
ଚାଲିବାକୁ ବଳ ନଥିଲା। ତଥାପି ବାହାରିପଡ଼ିଥିଲେ। ସାବିତ୍ରୀର ଅବସର। ଏମିତିରେ ନିଜ ବୃଦ୍ଧ ସ୍ୱାମୀଙ୍କୁ ଏକା କେମିତି ଛାଡ଼ିଥାନ୍ତେ। ସେଥିଲାଗି ହାତରେ ହାତ ରଖି ଉଦୁଉଦିଆ ଖରାବେଳଟାରେ ଭତ୍ତା ଟଙ୍କା ଆଣିବାକୁ ଚାଲିଲେ ବୃଦ୍ଧ ଦମ୍ପତି।