Advertisment

ଦୁର୍ନାମ ମୁଣ୍ଡାଉଛି OPSC !

ଅନିୟମିତତା କଥା କାହିଁକି ବାରମ୍ବାର ଉଠୁଛି। ରାଜ୍ୟର ଏହି ସର୍ବବୃହତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଉପରେ ଆଶାୟୀଙ୍କ ରହୁନି ଭରସା। ASO ପରୀକ୍ଷାର ମେରିଟ ଲିଷ୍ଟକୁ ନେଇ ଆଶାୟୀ ଏବେ ଦୁଇ ଫାଳ।

Advertisment

ଅନିୟମିତତା କଥା କାହିଁକି ବାରମ୍ବାର ଉଠୁଛି। ରାଜ୍ୟର ଏହି ସର୍ବବୃହତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଉପରେ ଆଶାୟୀଙ୍କ ରହୁନି ଭରସା। ASO ପରୀକ୍ଷାର ମେରିଟ ଲିଷ୍ଟକୁ ନେଇ ଆଶାୟୀ ଏବେ ଦୁଇ ଫାଳ। ଏହାରି ଭିତରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଲା ପରେ ଏବେ ତାତିଛନ୍ତି ମନୋନୀତ ପ୍ରାର୍ଥୀ।

Advertisment
Opsc Exam Odisha Aso
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe