/odisha-reporter/media/post_attachments/uploads/2016/06/ctc-bjp.jpg)
ctc bjp
କଟକ: ଓସ୍କାର ଚିଟ୍ଫଣ୍ଡ୍ ସଂସ୍ଥା ସହିତ ସମ୍ପର୍କ ଥିବା ଅଭିଯୋଗରେ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ବିରୋଧରେ କଟକ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପପୁ କେବଳ ଯେ ଚିଟ୍ଫଣ୍ଡ୍ ସଂସ୍ଥା ସହିତ ଜଡ଼ିତ ଥିଲେ ତାହା ନୁହେଁ ବରଂ ସିନେମାରେ ସୁଯୋଗ ଦେବାକୁ କହି ଯୁବତୀମାନଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ଏନେଇ ବିଜେପି କର୍ମକର୍ତ୍ତାମାନେ କଟକ ବାଦାମବାଟି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
