ପହିଲାରୁ ନୂଆ ନିୟମ, ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆସିବ ଓଟିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ୍ ଟାଇମ୍ ପାସଓ୍ୱାର୍ଡ ବା ଓଟିପି। ଆସନ୍ତା ୧ ତାରିଖରୁ ଏହି ନିୟମ ଲାଗୁ କରିବାକୁ ଯାଉଛି ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଏଟିଏମରେ ବେଆଇନ୍ କାରବାରକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ନୂଆ ନିୟମ ଅନୁସାରେ ଯଦି ଏସ୍‌ବିଆଇ ଗ୍ରାହକ ଯଦି ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବେ, ତେବେ ବ୍ୟାଙ୍କରେ ପଞ୍ଜୀକୃତ ହୋଇଥିବା ତାଙ୍କ ମୋବାଇଲ ନମ୍ବରକୁ […]

480200-sbi-1

480200-sbi-1

Tapaswini Nayak
  • Published: Saturday, 28 December 2019
  • Updated: 28 December 2019, 04:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ୍ ଟାଇମ୍ ପାସଓ୍ୱାର୍ଡ ବା ଓଟିପି। ଆସନ୍ତା ୧ ତାରିଖରୁ ଏହି ନିୟମ ଲାଗୁ କରିବାକୁ ଯାଉଛି ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଏଟିଏମରେ ବେଆଇନ୍ କାରବାରକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ନୂଆ ନିୟମ ଅନୁସାରେ ଯଦି ଏସ୍‌ବିଆଇ ଗ୍ରାହକ ଯଦି ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବେ, ତେବେ ବ୍ୟାଙ୍କରେ ପଞ୍ଜୀକୃତ ହୋଇଥିବା ତାଙ୍କ ମୋବାଇଲ ନମ୍ବରକୁ ଓଟିପି ଯିବ। ଠିକ୍ ଏହି ସମୟରେ ଏଟିଏମ୍ ସ୍କ୍ରିନରେ ଓଟିପି ସମ୍ପର୍କରେ ଉଲ୍ଲେଖ ହେବ। ଗ୍ରାହକ ଜଣକ ଏଟିଏମ୍ ସ୍କ୍ରିନରେ ଓଟିପି ନମ୍ବର ଦେଲେ ଯାଇ ଟଙ୍କା ଉଠାଇପାରିବେ। ରାତି ୮ଟାରୁ ସକାଳ ୮ଟା ମଧ୍ୟରେ ୧୦ ହଜାରରୁ ଅଧିକ ଟଙ୍କା ଉଠାଣ ପାଇଁ ଓଟିପି ଆସିବ। ତେବେ ଏହି ବ୍ୟବସ୍ଥା କେବଳ ଏସ୍‌ବିଆଇ ଏଟିଏମରେ ଲାଗୁ ହେବ। ଏସ୍‌ବିଆଇ ଗ୍ରାହକ ଯଦି ଅନ୍ୟ ବ୍ୟାଙ୍କର ଏଟିଏମରେ ଟଙ୍କା ଉଠାଇବେ ତେବେ ଏହି ସୁବିଧା ପାଇପାରିବେ ନାହିଁ।

ସେହିପରି ଆସନ୍ତା ୧ ତାରିଖରୁ ମ୍ୟାଗେନଟିକ୍ ଷ୍ଟ୍ରିପ୍ ଥିବା ଡେବିଟ୍ କାର୍ଡ ଆଉ କାମ କରିବ ନାହିଁ। ଡେବିଟ କାର୍ଡକୁ ଅଧିକ ସୁରକ୍ଷିତ ରଖିବା ଲାଗି ବ୍ୟାଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯାଉଛି। ଏଣୁ ଡିସେମ୍ବର ୩୧ ସୁଦ୍ଧା ଏହି କାର୍ଡ ପରିବର୍ତ୍ତନ ଲାଗି ଆବେଦନ କରିବାକୁ ଗ୍ରାହକଙ୍କୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story