Advertisment

ପିଠା-ମିଠାରେ ବାସିଲା, ନାଚରେ ରଜ କମ୍ପିଲା

ଓଟିଭି କାର୍ଯ୍ୟାଳୟରେ ରଜ ପାଳିଲେ ମହିଳା କର୍ମଚାରୀ । ଧୁମ୍ ନାଚିଲେ, ପାନ ଖାଇଲେ । ରଜରେ କଲେ ମଉଜ । ଓଡ଼ିଆ ପରମ୍ପରାକୁ ସମୂହ କଲେ ସେଲିବ୍ରେସନ

author-image
Manoj Swain

ଓଟିଭି କାର୍ଯ୍ୟାଳୟରେ ରଜ ପାଳିଲେ ମହିଳା କର୍ମଚାରୀ । ଧୁମ୍ ନାଚିଲେ, ପାନ ଖାଇଲେ । ରଜରେ କଲେ ମଉଜ । ଓଡ଼ିଆ ପରମ୍ପରାକୁ ସମୂହ କଲେ ସେଲିବ୍ରେସନ। 

Advertisment
Odisha Raja Festival