Advertisment

ବ୍ରାହ୍ମଣୀ ନଦୀରେ ବୁଡ଼ି ଗଲେ ଯୁବକ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ପତ୍ରପୁର ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି l  ତାଙ୍କ ନାଁ ରିଙ୍କୁ ନାୟକ(୩୬)ବର୍ଷ।  ରିଙ୍କୁ ଦିନ ମଜୁରିଆ ଭାବେ କରୁଥିଲେ। କେନ୍ଦୁଝର ଅଞ୍ଚଳର କିଛି ଆଦିବାସୀ ପରିବାର ସ୍ଥାନୀୟ ପତ୍ରପୁର ନିକଟରେ ରହି ଦିନମଜୁରିଆ ଭାବେ କାମ କରିଆସୁଛନ୍ତି l ରିଙ୍କୁ ମଧ୍ୟ ତାଙ୍କ ପରିବାର ସହ ଆସି ପତ୍ରପୁର ରହୁଛନ୍ତି। ସବୁଦିନ ଭଳି ଆଜି ସକାଳେ ରିଙ୍କୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବ୍ରାହ୍ମଣୀ ନଦୀରେ ବୁଡ଼ି ଗଲେ ଯୁବକ

bhamini river

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ପତ୍ରପୁର ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି l  ତାଙ୍କ ନାଁ ରିଙ୍କୁ ନାୟକ(୩୬)ବର୍ଷ।  ରିଙ୍କୁ ଦିନ ମଜୁରିଆ ଭାବେ କରୁଥିଲେ।

Advertisment

କେନ୍ଦୁଝରଅଞ୍ଚଳର କିଛି ଆଦିବାସୀ ପରିବାର ସ୍ଥାନୀୟ ପତ୍ରପୁର ନିକଟରେ ରହି ଦିନମଜୁରିଆ ଭାବେ କାମ କରିଆସୁଛନ୍ତି l ରିଙ୍କୁ ମଧ୍ୟ ତାଙ୍କ ପରିବାର ସହ ଆସି ପତ୍ରପୁର ରହୁଛନ୍ତି।

ସବୁଦିନ ଭଳି ଆଜି ସକାଳେ ରିଙ୍କୁ ପତ୍ରପୁର ପୋଲ ତଳେ ଥିବା ତୁଠରେ ଗାଧୋଇବା ପାଇଁ ଯାଇଥିଲେ।  ଗୋଧୋଇଲା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା।  ସେ ନଦୀରେ ବୁଡ଼ି ଯାଇଥିଲେ।

Advertisment

ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ସ୍ପିଡ ବୋଟ ସାହାଯ୍ୟରେ ବୁଡି ଯାଇଥିବା ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତିl

River Mishap