Advertisment

କୁକୁର ବେକରେ ଝୁଲିବ ମାଲିକର ନାଁ ଗାଁ ଓ ଠିକଣା

ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁର ପାଳନ ପାଇଁ ଚିଠା ମାର୍ଗଦର୍ଶିକା ଚୂଡ଼ାନ୍ତ କରିଛି ବିଏମସି। ଯେଉଁଥିରେ ଉଲ୍ଲେଖ ରହିଛି ଅନେକ ନିୟମ। ଯେମିତିକି ମାଲିକମାନେ ୫୦୦ ଟଙ୍କା ଦେଇ ଅନଲାଇନରେ ପୋଷା କୁକୁରଙ୍କ ପଞ୍ଜୀକରଣ କରିବେ। ପ୍ରତିବର୍ଷ ଏପ୍ରିଲ ପହିଲା ପୂର୍ବରୁ ୨୫୦ ଟଙ୍କା ଦେଇ ତାକୁ ରିନ୍ୟୁ କରିବେ।

author-image
Debendra Prusty

ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁର ପାଳନ ପାଇଁ ଚିଠା ମାର୍ଗଦର୍ଶିକା ଚୂଡ଼ାନ୍ତ କରିଛି ବିଏମସି। ଯେଉଁଥିରେ ଉଲ୍ଲେଖ ରହିଛି ଅନେକ ନିୟମ। ଯେମିତିକି ମାଲିକମାନେ ୫୦୦ ଟଙ୍କା ଦେଇ ଅନଲାଇନରେ ପୋଷା କୁକୁରଙ୍କ ପଞ୍ଜୀକରଣ କରିବେ। ପ୍ରତିବର୍ଷ ଏପ୍ରିଲ ପହିଲା ପୂର୍ବରୁ ୨୫୦ ଟଙ୍କା ଦେଇ ତାକୁ ରିନ୍ୟୁ କରିବେ।

Advertisment
Odisha Bhubaneswar Bmc Pet Dog