Advertisment

ପାଚିକା ମହାସଂଘର ବିକ୍ଷୋଭ

ପାଚିକା ମହାସଂଘର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପାଚିକା ମହାସଂଘର ବିକ୍ଷୋଭ। ମାସିକ ମାତ୍ର ୧୪ ଶହ ଟଙ୍କା ମିଳୁ ଥିବା କହି ବିକ୍ଷୋଭ ପ୍ରଦର୍ଶନ। ଆମର ଦରମା ବଢାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ। ଆମକୁ ୧୦ ମାସକୁ ଥରେ ଦରମା ମିଳେ, ଆମକୁ ସବୁ କାମ କରିବାକୁ କହୁଛନ୍ତି, ଗଛରେ ପାଣି ଦେବାଠୁ ଆରମ୍ଭ କରି ସବୁ କାମ କରୁଛୁ ହେଲେ ଆମକୁ ଦରମା ଦେଉନାହାନ୍ତି ବୋଲି କହିଛନ୍ତି ଜଣେ ପାଚିକା କର୍ମୀ।

author-image
Manoj Swain

Protest Against Govt. Odisha Protest