ଆରମ୍ଭ ହେଲା ଗଣତି, ଆଜି ପଦ୍ମପୁରକୁ ମିଳିବ ନେତା

ବରଗଡ଼( ଓଡ଼ିଶା ରିପୋର୍ଟର ):  ଆଜି ପଦ୍ମପୁରକୁ ମିଳିବ ନେତା। ସକାଳ ୮ଟାରୁ  ଆରମ୍ଭ ହୋଇଛି ଗଣତି  ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ ।  ଏହା ପରେ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ । ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି  । ସମସ୍ତ ବୁଥ୍ […]

ppp

ppp

Niharika Rout
  • Published: Thursday, 08 December 2022
  • Updated: 08 December 2022, 08:13 AM IST

Sports

Latest News

ବରଗଡ଼( ଓଡ଼ିଶା ରିପୋର୍ଟର ):  ଆଜି ପଦ୍ମପୁରକୁ ମିଳିବ ନେତା। ସକାଳ ୮ଟାରୁ  ଆରମ୍ଭ ହୋଇଛି ଗଣତି  ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ ।  ଏହା ପରେ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ ।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି  ।

ସମସ୍ତ ବୁଥ୍ ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ମ୍ୟାଚ କରାଯିବ । ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବସାଇଟ୍‌ରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ । ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର  ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ  ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ।  ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁର ଆସନ ହାତେଇବାକୁ ପ୍ରମୁଖ ଦାବିଦାର ହେଉଛନ୍ତି ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା ଓ କଂଗ୍ରେସର  ସତ୍ୟଭୂଷଣ ସାହୁ । ସେମାନଙ୍କ ମଧ୍ୟରୁ ପଦ୍ମପୁରବାସୀ କାହାକୁ ନିଜ ନେତା ବାଛିବେ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ ।

ପ୍ରଦୀପ ପୁରୋହିତ(ବିଜେପି ପ୍ରାର୍ଥୀ)

ପ୍ରଦୀପ ପୁରୋହିତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା। ବର୍ତ୍ତମାନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି। ଜଣେ ଦୃଢ ସଂଗଠକ ଭାବେ ସେ ପରିଚିତ। ଗନ୍ଧମାର୍ଦ୍ଦନ ବଞ୍ଚାଓ ଆନ୍ଦୋଳନରୁ  ୫୭ ବର୍ଷୀୟ ପ୍ରଦୀପ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ୨୦୧୪ରୁ  ୨୦୧୯୧୯ ପର୍ଯ୍ୟନ୍ତ ପଦ୍ମପୁରର ବିଧାୟକ ଥିଲେ।  ଗତ ନିର୍ବାଚନରେ ପ୍ରଦୀପ ଅଳ୍ପକେ ବିଜୟ ରଞ୍ଜନ ସିଂ ବରିହାଙ୍କଠାରୁ ପରାସ୍ତ ହୋଇଥିଲେ।

ବର୍ଷା ସିଂ ବରିହା (ବିଜେଡି ପ୍ରାର୍ଥୀ)
୨୯ ବର୍ଷୀୟା ବର୍ଷା ପଦ୍ମପୁରର ଦିବଗଂତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ।  ସେ ବିଜେପିର ନେତା ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ ମଧ୍ୟ। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ସତ୍ୟଭୂଷଣ ସାହୁ (କଂଗ୍ରେସ ପ୍ରାର୍ଥୀ)

ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ  ପୂର୍ବରୁ ୩ ଥର ୧୯୮୦, ୮୫ ଏବଂ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟସଚେତକ ଭାବେ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story