ଭୋଟ୍‌ ପାଇଁ ପୋଲିଂ କର୍ମଚାରୀଙ୍କ ଜଳଯାତ୍ରା

ନବରଙ୍ଗପୁର(ନବଘନ ବିଷୋୟୀ): ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତେବେ ଏହା ପୂର୍ବରୁ ଜଳଯାତ୍ରା କରିଛନ୍ତି ପୋଲିଂ କର୍ମଚାରୀ। ପୋଲିଂ କର୍ମଚାରୀମାନେ ଭୋଟ ସାମଗ୍ରୀ ଧରି ବୋଟ୍‌ରେ ଜଳଯାତ୍ରା କରିଛନ୍ତି। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁରରୁ। ନବରଙ୍ଗପୁର ଜିଲ୍ଲାର ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଜଳଭଣ୍ଡାର ମଧ୍ୟରେ ଅନେକ ଗାଁ ରହିଛି।  ସେହି ସବୁ ଗାଁରେ ନିର୍ବାଚନ ପାଇଁ ଜଳପଥରେ ଯିବାକୁ ପଡୁଛି। ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର କେତେକ ପଞ୍ଚାୟତରେ ଭୋଟିଂ […]

polling staff

polling staff

Madhupriya Mistry
  • Published: Friday, 18 February 2022
  • Updated: 18 February 2022, 08:19 AM IST

ନବରଙ୍ଗପୁର(ନବଘନ ବିଷୋୟୀ): ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତେବେ ଏହା ପୂର୍ବରୁ ଜଳଯାତ୍ରା କରିଛନ୍ତି ପୋଲିଂ କର୍ମଚାରୀ। ପୋଲିଂ କର୍ମଚାରୀମାନେ ଭୋଟ ସାମଗ୍ରୀ ଧରି ବୋଟ୍‌ରେ ଜଳଯାତ୍ରା କରିଛନ୍ତି। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁରରୁ।

ନବରଙ୍ଗପୁର ଜିଲ୍ଲାର ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଜଳଭଣ୍ଡାର ମଧ୍ୟରେ ଅନେକ ଗାଁ ରହିଛି।  ସେହି ସବୁ ଗାଁରେ ନିର୍ବାଚନ ପାଇଁ ଜଳପଥରେ ଯିବାକୁ ପଡୁଛି। ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର କେତେକ ପଞ୍ଚାୟତରେ ଭୋଟିଂ ହେଉଛି। polling staff

ମଞ୍ଚାଗାଁ ପଞ୍ଚାୟତର ୧୮ ନମ୍ବର ଓ୍ୱାର୍ଡ ଜଳଭଣ୍ଡାର ମଧ୍ୟରେ ଅଛି।  ଡ୍ୟାମ୍ ମଧ୍ୟରେ ରହିଛି ତେନ୍ତୁଳିଖୁଣ୍ଟି ବ୍ଲକର ୬ଟି ଗାଁ। ଗୁରୁମାଇଁ ଗୁଡ଼ା, ଟାଙ୍ଗୀନାକୋଟ, ବାଗ୍ରା, ଝୋଲାଗୁଡ଼ା, ତୋଲୋଙ୍ଗ ଓ ଚିଲିଗୁଡ଼ା  ଏହି ସବୁ ଗାଁ ପାଇଁ ବାଗ୍ରା ଗାଁରେ କରାଯାଇଛି ଏକ ଅସ୍ଥାୟୀ ବୁଥ।

ଏହି ବୁଥରେ ନିୟୋଜିତ ହୋଇଛନ୍ତି ୩ ଜଣ ପୋଲିଂ କର୍ମଚାରୀ, ଜଣେ ସୁରକ୍ଷା କର୍ମଚାରୀ ଓ ଜଣେ ସେକ୍ଟର ଅଧିକାରୀ।  ଏହି ବୁଥ୍‌ରେ ଅଛନ୍ତି ୨୯୪ ଭୋଟର୍।  ନିର୍ବାଚନ କର୍ମଚାରୀମାନେ କେନ୍ଦୁଗୁଡ଼ା ଘାଟରୁ ବୋଟ୍‌ରେ ଜଳପଥ ଦେଇ ବାଗ୍ରା ଗାଁକୁ ଯାଇଛନ୍ତି। ସେହିପରି ପୋଲିଂ କର୍ମଚାରୀଙ୍କ ଭଳି ୫ଟି ଗାଁର ଲୋକେ ମଧ୍ୟ ଏପରି ଜଳପଥରେ ବାଗ୍ରା ଗାଁକୁ ଆସି ଭୋଟ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story