ହରିଣ ଛାଲ, ବଜ୍ରକାପ୍ତା କାତି ସହ ଧରାପଡିଲେ ୫ ଶିକାରୀ

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କନାଳ ବନବିଭାଗକୁ ମିଳିଛି ବଡ ସଫଳତା । କପିଳାସ ବନାଞ୍ଚଳରୁ ଧରାପଡିଛନ୍ତି ୫ ଶିକାରୀ। ତାଙ୍କ ନିକଟରୁ ୪ଟି ଦେଶୀ ବନ୍ଧକ, ୨ଟି ହରିଣ ଛାଲ, ବଜ୍ରକାପ୍ତା କାତି ଓ ଶିକାର ପାଇଁ ବ୍ୟବହାର କରାଯାଉଥିବା ୧୦୦ଟି ଫାସକୁ ବନବିଭାଗ ଜବତ କରିଛି। ଗିରଫ ଶୀକାରୀ ମାନେ ହେଲେ ନବ ବାଲ୍ମୁଚି, ବୁଡୁ ବାଲ୍ମୁଚି, ରତ୍ନା ବାଲ୍ମୁଚି, କୁରୁପା ବାଇପି ଓ ସନାତନ ଦେହୁରୀ। ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି  […]

sikhari-arrest

sikhari-arrest

Madhupriya Mistry
  • Published: Sunday, 06 December 2020
  • Updated: 06 December 2020, 01:43 PM IST

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କନାଳ ବନବିଭାଗକୁ ମିଳିଛି ବଡ ସଫଳତା । କପିଳାସ ବନାଞ୍ଚଳରୁ ଧରାପଡିଛନ୍ତି ୫ ଶିକାରୀ। ତାଙ୍କ ନିକଟରୁ ୪ଟି ଦେଶୀ ବନ୍ଧକ, ୨ଟି ହରିଣ ଛାଲ, ବଜ୍ରକାପ୍ତା କାତି ଓ ଶିକାର ପାଇଁ ବ୍ୟବହାର କରାଯାଉଥିବା ୧୦୦ଟି ଫାସକୁ ବନବିଭାଗ ଜବତ କରିଛି।

ଗିରଫ ଶୀକାରୀ ମାନେ ହେଲେ ନବ ବାଲ୍ମୁଚି, ବୁଡୁ ବାଲ୍ମୁଚି, ରତ୍ନା ବାଲ୍ମୁଚି, କୁରୁପା ବାଇପି ଓ ସନାତନ ଦେହୁରୀ। ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି  ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ୱାଇଲ୍ଡ ଲାଇଫ ଆକ୍ଟ ୧୯୭୨ ଅଧିନରେ ଗିରଫ କରାଯାଇ ଓ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story