""
ଓଡ଼ିଶା Videos ପାଞ୍ଜି କହିଥିଲା ଘଟିବ ଅଘଟଣ ଥରେ ଭଲ କରି ଖଡ଼ୀରତ୍ନ ପଞ୍ଜିକା ଉପରେ ନଜର ପକାନ୍ତୁ। ସ୍ପଷ୍ଟ ଭାବେ ଲେଖା ରହିଛି ଜଣେ ପ୍ରଖ୍ୟାତ ରାଜନୈତିକ ଓ ଜନପ୍ରିୟ ନେତାଙ୍କ ବିୟୋଗରେ ଜନସାଧାରଣ ଚିନ୍ତିତ ହେବେ। ୨୦୨୨-୨୩ର ଖଡ଼ୀରତ୍ନ ପଞ୍ଜିକାର ୧୭ ନମ୍ବର ପୃଷ୍ଠାରେ ଓଡ଼ିଶା ପାଇଁ ଥିବା ଭବିଷ୍ୟବାଣୀରେ ଏ କଥା ପ୍ରକାଶ କରାଯାଇଛି। Manoj Swain 02 Feb 2023 13:00 IST ପାଞ୍ଜି କହିଥିଲା ଘଟିବ ଅଘଟଣ || Does Almanac Predict Right Omen ? || Odisha Reporter Murder Naba Das Jharsuguda Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ