ମାନହାନୀ ମୋକଦ୍ଦମା କରିବେ କି ପପୁ ପମ୍‌ପମ୍‌?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାରିୟରରେ ପିକ୍‌ରେ ଥିବା ବେଳେ କାଷ୍ଟିଂ କାଉଚ୍‌ ମାମଲାରେ ଫସିଥିଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌। ବିନା ଦୋଷରେ ଅଭିଯୁକ୍ତ ହୋଇ ୪୩ ଦିନ ଜେଲ୍‌ ଦଣ୍ଡ ଭୋଗି ଥିଲେ। ଆଜି ଏହି ମାମଲାରୁ ସେ ଦୋଷମୁକ୍ତ ହୋଇଛନ୍ତି। ପୋକ୍ସୋ କୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ରାୟ ଖୁସିବ୍ୟକ୍ତି କରିଛନ୍ତି ପପୁ। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ଦୋଷରେ ଅଭିଯୁକ୍ତ ହୋଇଥିବା ପପୁ ମାନହାନୀ ମୋକଦ୍ଦମା କରିବେ କି? ଆଜି ରାୟ […]

Papu

Papu

Manoranjan Sial
  • Published: Tuesday, 02 August 2022
  • Updated: 02 August 2022, 05:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାରିୟରରେ ପିକ୍‌ରେ ଥିବା ବେଳେ କାଷ୍ଟିଂ କାଉଚ୍‌ ମାମଲାରେ ଫସିଥିଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌। ବିନା ଦୋଷରେ ଅଭିଯୁକ୍ତ ହୋଇ ୪୩ ଦିନ ଜେଲ୍‌ ଦଣ୍ଡ ଭୋଗି ଥିଲେ। ଆଜି ଏହି ମାମଲାରୁ ସେ ଦୋଷମୁକ୍ତ ହୋଇଛନ୍ତି। ପୋକ୍ସୋ କୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ରାୟ ଖୁସିବ୍ୟକ୍ତି କରିଛନ୍ତି ପପୁ। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ଦୋଷରେ ଅଭିଯୁକ୍ତ ହୋଇଥିବା ପପୁ ମାନହାନୀ ମୋକଦ୍ଦମା କରିବେ କି?

ଆଜି ରାୟ ପ୍ରକାଶ ପରେ ଏନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ପପୁ କହିଛନ୍ତି, ମୁଁ ଡିଫେମେସନ୍‌ କରିବାକୁ ଚାହିଁବି। ସେଥିପାଇଁ ସବୁ କାଗଜପତ୍ର ସଂଗ୍ରହ କରୁଛି। ଝିଅର ଅଭିଯୋଗ, ଏତଲାକାରୀ, ଭୁଲ୍‌ ଖବରକୁ ତର୍ଜମା କରିବି। ଏହି ୩ଟି ଦିଗକୁ ତର୍ଜମା କରି ଓକିଲ ପରାମର୍ଶ କରି କେସ୍‌ କରିବି। ସେତେବେଳେ ମୋ’ ନାଁରେ ମିଛରେ ବହୁ କଥା ଲେଖାଯାଇଛି। ସାରଥୀବାବାଙ୍କ ସହିତ ମୋତେ ତୁଳନା କରାଯାଇଛି। ପପୁକୁ ଫାଶି ହୋଇଯିବ ବୋଲି ଖବର କାଗଜରେ ବାହାରିଛି ବୋଲି ପପୁ କହିଛନ୍ତି।

ସେ ଆହୁରି କହିଛନ୍ତି, ଝିଅକୁ ଯେତେବେଳେ ପଚରାଗଲା ସେ ଏଫ୍‌ଆଇଆର୍‌ ଦେଇନଥିବା କୋର୍ଟରେ କହିଥିଲା। ତା’ର ୧୬୧ ବୟାନ୍‌ ରେକର୍ଡ ହୋଇନାହିଁ ବୋଲି ସେ କହିଛି। ତାକୁ(ଝିଅ) ଖାଲି କାଗଜରେ ଦସ୍ତଖତ ମାରିବା ପାଇଁ କୁହାଯାଇଥିବା ସେ କହିଥିଲା। ତାଙ୍କ ସ୍ଥାନରେ ଆଉ ଜଣେ କିଏ ଅଭିଯୋଗ କରିଥିଲେ। ସେତେବେଳେ ଯଦି ମିଡିଆ ଏହି କଥା ଉଠାଇ ଥାଆନ୍ତା, ତାହାହେଲେ ମୋତେ ଜେଲ୍‌ ଯିବାକୁ ପଡ଼ି ନଥାଆନ୍ତା। ଥାନାରେ ଏତଲା ପରେ ମୋ ଘରେ ୭ ଦିନିଆ ନୋଟିସ୍‌ ଦେଲେ। ୭ ଦିନିଆ ନୋଟିସ ସତ୍ତ୍ୱେ ମୋତେ ଦିନକ ପରେ ଗିରଫ କଲେ। ମୁଁ ଏକଥା ଡିଜିଙ୍କୁ ପଚାରିଲି ଯେ ମୋତେ କାହିଁକି ଗିରଫ କଲେ ବୋଲି। ଡିଜି କହିଥିଲେ ଆମ ଉପରେ ପ୍ରେସର ଥିଲା।

ସେ ଆହୁରି କହିଛନ୍ତି, ଅଭିଯୋଗ ମିଛ ଥିବାରୁ ତଦନ୍ତ ଅଧିକାରୀ ବି କୋର୍ଟ ଆସିଲେନି। ବାରମ୍ବାର କୋର୍ଟ ଡାକିବା ସତ୍ତ୍ୱେ ଆସିନଥିଲେ ତଦନ୍ତ ଅଧିକାରୀ। ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଥିଲା, ମୁଁ ପୂରା ନିର୍ଦ୍ଦୋଷ ଥିଲି ବୋଲି ପପୁ କହିଛନ୍ତି।

https://www.youtube.com/watch?v=W5VqXQH8GZk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story