Advertisment

ଶଟଡାଉନ୍‌ ହେବ IOCL

ଜଗତସିଂହପୁର( ଓଡ଼ିଶା ରିପୋର୍ଟର ): ପାରାଦୀପସ୍ଥିତି IOCL ତୈଳ ବିଶୋଧନାଗାରକୁ ୨୨ ଦିନ ଶଟଡାଉନ୍‌ କରାଯିବ। ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ଯାଏ ଏହା ଶଟଡାଉନ୍‌ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଶଟଡାଉନ୍‌ କରାଯିବ । ୨୦୧୮ ମାର୍ଚ୍ଚ ପରଠାରୁ ଏଯାବତ ମେଣ୍ଟେନାନ୍ସ ହୋଇନି।  ଏବେ ସେଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। IOCLରେ ଆଖପାଖ ଗାଁର ୭ଶହରୁ […]

author-image
Niharika Rout
୨୦୮୩ କୋଟିର ୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

iocl-1

ଜଗତସିଂହପୁର( ଓଡ଼ିଶା ରିପୋର୍ଟର ): ପାରାଦୀପସ୍ଥିତି IOCL ତୈଳ ବିଶୋଧନାଗାରକୁ ୨୨ ଦିନ ଶଟଡାଉନ୍‌ କରାଯିବ। ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ଯାଏ ଏହା ଶଟଡାଉନ୍‌ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ଜିଲ୍ଲାପାଳ କହିଛନ୍ତି, ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଶଟଡାଉନ୍‌ କରାଯିବ । ୨୦୧୮ ମାର୍ଚ୍ଚ ପରଠାରୁ ଏଯାବତ ମେଣ୍ଟେନାନ୍ସ ହୋଇନି।  ଏବେ ସେଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। IOCLରେ ଆଖପାଖ ଗାଁର ୭ଶହରୁ ୮ଶହ ଲୋକ ବି କାମ କରିବେ। ଶଟଡାଉନ୍‌ ବେଳେ ଭିଡ଼ ଏଡାଇବାକୁ IOCL ପାର୍ଶ୍ୱରେ ୧୪୪ ଧାରା ଲାଗିବ।

IOCL Shut Down