/odisha-reporter/media/post_attachments/uploads/2020/08/paradip-779999.jpg)
paradip
ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ବନ୍ଦର ହସ୍ପିଟାଲକୁ ଆଜି ଦିନକ ପାଇଁ ବନ୍ଦ କରାଯାଇଛି। ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ହସ୍ପିଟାଲ ସାନିଟାଇଜ୍ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Advertisment
ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୬୮୮ ଜଣ ସୁସ୍ଥ ହୋଇ ସାରିଲେଣି। ୧୮୦ ଜଣ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଛନ୍ତି। ୨ ଜଣଙ୍କର ମୃତ୍ୟୁ ବି ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
