ପାରାଦୀପ ବନ୍ଦର ହସ୍ପିଟାଲ ଆଜି ବନ୍ଦ

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ବନ୍ଦର ହସ୍ପିଟାଲକୁ ଆଜି ଦିନକ ପାଇଁ ବନ୍ଦ କରାଯାଇଛି। ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ହସ୍ପିଟାଲ ସାନିଟାଇଜ୍ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୬୮୮ ଜଣ ସୁସ୍ଥ ହୋଇ ସାରିଲେଣି।  ୧୮୦ ଜଣ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଛନ୍ତି। […]

paradip

paradip

Jyoshna Pradhan
  • Published: Sunday, 09 August 2020
  • Updated: 09 August 2020, 12:27 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ବନ୍ଦର ହସ୍ପିଟାଲକୁ ଆଜି ଦିନକ ପାଇଁ ବନ୍ଦ କରାଯାଇଛି। ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ହସ୍ପିଟାଲ ସାନିଟାଇଜ୍ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୬୮୮ ଜଣ ସୁସ୍ଥ ହୋଇ ସାରିଲେଣି।  ୧୮୦ ଜଣ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଛନ୍ତି। ୨ ଜଣଙ୍କର ମୃତ୍ୟୁ ବି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story