Advertisment

ପାରଳାଖେମୁଣ୍ଡି ଜେଲ୍ ଅଧୀକ୍ଷକଙ୍କୁ କରୋନା

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡି ଉପକାରାଗାରରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ଜେଲ ଅଧୀକ୍ଷକ, ଜଣେ କର୍ମଚରୀ ଓ ୪ ଅନ୍ତେବାସୀ। ଜେଲ୍‌ ଅଧୀକ୍ଷକ ଓ ଜଣେ କର୍ମଚାରୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଛନ୍ତି। ସେହିପରି ଅନ୍ତେବାସୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯିବ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜେଲ ପରିସରକୁ ସାନିଟାଇଜ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ପାରଳାଖେମୁଣ୍ଡି ଜେଲ୍ ଅଧୀକ୍ଷକଙ୍କୁ କରୋନା

corona

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡି ଉପକାରାଗାରରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ଜେଲ ଅଧୀକ୍ଷକ, ଜଣେ କର୍ମଚରୀ ଓ ୪ ଅନ୍ତେବାସୀ।

Advertisment

ଜେଲ୍‌ ଅଧୀକ୍ଷକ ଓ ଜଣେ କର୍ମଚାରୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଛନ୍ତି। ସେହିପରି ଅନ୍ତେବାସୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯିବ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜେଲ ପରିସରକୁ ସାନିଟାଇଜ କରାଯିବ ବୋଲି ଜଣାପଡ଼ିଛି।

Advertisment