ବନ୍ଧା ହେବା ଥୟ | Odisha Reporter
ଆଉ ନାହିଁ ଥଳକୂଳ । ହାଜର ନହେଲେ ଜେଲ ଯିବା ଥୟ । ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ପରେ କଣ ରହିଛି ସମ୍ଭାବନା । ଆଉ ଖସିବାର ଚାରା ନାହିଁ । ହାଜର ହେବାକୁ କାହିଁକି ଡରୁଛନ୍ତି ବିଦ୍ୟାଭାରତୀ । ଡିଏଫଓଙ୍କ ମୁଣ୍ଡରେ କାହାର ହାତ ? ବିଜେପି ଆଣିଲା ସାଂଘାତିକ ଅଭିଯୋଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
