ଆଉ ନାହିଁ ଥଳକୂଳ । ହାଜର ନହେଲେ ଜେଲ ଯିବା ଥୟ । ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ପରେ କଣ ରହିଛି ସମ୍ଭାବନା । ଆଉ ଖସିବାର ଚାରା ନାହିଁ । ହାଜର ହେବାକୁ କାହିଁକି ଡରୁଛନ୍ତି ବିଦ୍ୟାଭାରତୀ । ଡିଏଫଓଙ୍କ ମୁଣ୍ଡରେ କାହାର ହାତ ? ବିଜେପି ଆଣିଲା ସାଂଘାତିକ ଅଭିଯୋଗ।