ଆସନ୍ତାକାଲିଠୁ ପାରଳାଖେମୁଣ୍ଡି ଶଟଡାଉନ୍‌

ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଆସନ୍ତାକାଲିଠାରୁ ୩ ଦିନ ପାଇଁ ଶଟଡାଉନ୍‌ ହେବ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର।  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା । ଶୁକ୍ର, ଶନି ଓ ରବିବାର  ପାଇଁ ଏହି କଟକଣା ଲାଗୁ କରାଯାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ ।  ୬୦ଟି ମେଡିକାଲ ଟିମ୍ ଦ୍ୱାରା ସହରବାସୀଙ୍କ […]

parala-1-1

parala-1-1

Niharika Rout
  • Published: Thursday, 09 July 2020
  • Updated: 09 July 2020, 08:46 AM IST

Sports

Latest News

ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଆସନ୍ତାକାଲିଠାରୁ ୩ ଦିନ ପାଇଁ ଶଟଡାଉନ୍‌ ହେବ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର।  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା । ଶୁକ୍ର, ଶନି ଓ ରବିବାର  ପାଇଁ ଏହି କଟକଣା ଲାଗୁ କରାଯାଇଛି।

କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ ।  ୬୦ଟି ମେଡିକାଲ ଟିମ୍ ଦ୍ୱାରା ସହରବାସୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ । ଏଥିପାଇଁ ୧୬ ସେକ୍ଟର ଅଫିସରଙ୍କୁ ନେଇ ଟିମ୍, ୪ଟି ପୋଲିସ୍ ଟିମ୍ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos