Advertisment

ଅଭିଭାବକ ନେଲେ କ୍ରୀଡ଼ାର ମଜା

କଟକ (ଓଡ଼ିଶା ରିପୋର୍ଟର): ମିଶନ୍ ରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଗତକାଲି ବିଦ୍ୟାଳୟର ଖେଳ ପଡ଼ିଆରେ ଅଭିଭାବକମାନଙ୍କ ମଧ୍ୟରେ ସ୍ଲୋ ସାଇକେଲ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ଏମ୍‌ ତୃପ୍ତିରାଣୀ ଅଧ୍ୟକ୍ଷତା କରିଥିଲେ। ଏହି ପ୍ରତିଯୋଗିତାର ପୁରୁଷ ବିଭାଗରେ ନାରାୟଣ ପୃଷ୍ଟି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜୟ ଶର୍ମା ଦ୍ୱିତୀୟ ଓ ଶୁଭ୍ରକାନ୍ତ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।

<a href="">(image) </a>

ସେହିପରି ମହିଳା ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ସନ୍ଧ୍ୟାରାଣୀ ବେହେରା ପ୍ରଥମ ସ୍ଥାନ, ତପସ୍ୱନୀ ବେହେରା ଦ୍ୱିତୀୟ ଓ ଧରିତ୍ରୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏହି ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟାପକ ଶୋଭନ ପଣ୍ଡା ଯୋଗ ଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସଂଯୋଜୀକା ସୁମିତ୍ରା ପଣ୍ଡା ଖେଳ ତଦାରଖ କରିଥିଲେ।

https://www.facebook.com/OdishaReporter/videos/1327533330703407/

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe