ବିଜେପି ପିଣ୍ଡାରେ ବସିଛନ୍ତି ନବୀନ: ବିଷ୍ଣୁ ସେଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସହ ବୁଝାମଣା ପାଇଁ ଭାରତ ବର୍ଷର ସବୁ ଦଳ ଦାଣ୍ଡ ପିଣ୍ଡାରେ ବସିଛନ୍ତି । ବିଜେଡି ବି ବସିଥିବ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଆଜି ଏଭଳି କଟାକ୍ଷ କରିଛନ୍ତି। ତା’ସହ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ନବୀନଙ୍କ କ୍ଷେତ୍ରରେ ବିଷ୍ଣୁ କହିଛନ୍ତି, ଯେଉଁ ୧୬ ହଜାର କୋଟି ଟଙ୍କା ମିଳିଲା ତାହା କଣ କି ? ବିଜେପି […]

4312

4312

Tapas Behera
  • Published: Tuesday, 24 September 2019
  • Updated: 24 September 2019, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସହ ବୁଝାମଣା ପାଇଁ ଭାରତ ବର୍ଷର ସବୁ ଦଳ ଦାଣ୍ଡ ପିଣ୍ଡାରେ ବସିଛନ୍ତି । ବିଜେଡି ବି ବସିଥିବ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଆଜି ଏଭଳି କଟାକ୍ଷ କରିଛନ୍ତି। ତା’ସହ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ନବୀନଙ୍କ କ୍ଷେତ୍ରରେ ବିଷ୍ଣୁ କହିଛନ୍ତି, ଯେଉଁ ୧୬ ହଜାର କୋଟି ଟଙ୍କା ମିଳିଲା ତାହା କଣ କି ? ବିଜେପି ସହ ବୁଝାମଣା ପାଇଁ ସମସ୍ତେ ଆଗ୍ରହୀ କି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ପ୍ରଶ୍ନରେ ବିଷ୍ଣୁ ସେଠୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story