ପୁଣି ସେହି ଟ୍ରାକରେ ଚାଲିଲା ଯାତ୍ରୀ ଟ୍ରେନ ! | Odisha Reporter
Advertisment
ଶେଷରେ ଗଡ଼ିଲା ଯାତ୍ରୀବାହୀ ଟ୍ରେନ। ବାହାନଗା ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଟ୍ରାକ ମରାମତି କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ଫଳରେ ପୁଣି ସେହି ଟ୍ରାକରେ ଗଡ଼ିଲା ଟ୍ରେନ।