Advertisment

ଅପରେସନ୍‌ ପରେ ବଂଶୀଧରଙ୍କ ଆଖିକୁ ବିଲ୍‌କୁଲ ଦେଖାଯାଉ ନାହିଁ

ମାସେ ତଳେ ମୋତିଆବିନ୍ଦୁ ଅପରେସନ୍‌ ହୋଇଥିଲେ ବଂଶୀଧର ରାଉତ। ଭାବିଥିଲେ ଅପରେସନ୍‌ ପରେ ଭଲ ଦେଖାଯିବ। ହେଲେ ତାଙ୍କ ଭାବନା ପୂରା ଭୁଲ୍‌ ହୋଇଗଲା। ଅପରେସନ୍‌ ପରେ ତାଙ୍କୁ ଏବେ ବିଲ୍‌କୁଲ୍‌ ଦେଖାଯାଉନି। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକରୁ।

Advertisment

ମାସେ ତଳେ ମୋତିଆବିନ୍ଦୁ ଅପରେସନ୍‌ ହୋଇଥିଲେ ବଂଶୀଧର ରାଉତ। ଭାବିଥିଲେ ଅପରେସନ୍‌ ପରେ ଭଲ ଦେଖାଯିବ। ହେଲେ ତାଙ୍କ ଭାବନା ପୂରା ଭୁଲ୍‌ ହୋଇଗଲା। ଅପରେସନ୍‌ ପରେ ତାଙ୍କୁ ଏବେ ବିଲ୍‌କୁଲ୍‌ ଦେଖାଯାଉନି। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକରୁ। ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା। ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଆସିଥିଲେ। ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ। ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିଥିଲେ। ତା’ପରେ ତାଙ୍କର ଅପରେସନ୍‌ କରାଯାଇଥିଲା। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe