Advertisment

ନିଶାସକ୍ତ ଡାକ୍ତରଙ୍କ ରୋଗୀ ସେବା

ଚଉକିରେ ବସିଛନ୍ତି ଡାକ୍ତର ବାବୁ। ହେଲେ ଇଞ୍ଜେକ୍ସନ ଭରିବାକୁ ଅକ୍ଷମ। ଏତେ ପିଇଛନ୍ତି ଯେ ଠିକ ଭାବେ ଛିଡ଼ା ବି ହୋଇପାରୁ ନାହାନ୍ତି। ଶେଷରେ ପାଖରେ ଥିବା ସିକ୍ୟୁଟିରି ଗାର୍ଡ ଭରୁଛନ୍ତି ଇଞ୍ଜେକ୍ସନ।

author-image
Manoj Swain

ଚଉକିରେ ବସିଛନ୍ତି ଡାକ୍ତର ବାବୁ। ହେଲେ ଇଞ୍ଜେକ୍ସନ ଭରିବାକୁ ଅକ୍ଷମ। ଏତେ ପିଇଛନ୍ତି ଯେ ଠିକ ଭାବେ ଛିଡ଼ା ବି ହୋଇପାରୁ ନାହାନ୍ତି। ଶେଷରେ ପାଖରେ ଥିବା ସିକ୍ୟୁରିଟି ଗାର୍ଡ ଭରୁଛନ୍ତି ଇଞ୍ଜେକ୍ସନ। ଇଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ମେଡିକାଲର।

Advertisment
Odisha Doctors Mayurbhanj